ରାଜଘ Rājagha

  • ସଂ. ବିଣ. ପୁଂ. (ରାଜନ+ହନ୍ ଧାତୁ+କର୍ତ୍ତୃ ଅ) — ରାଜହନ୍ତା — Regicide
  • ସଂ. ବିଣ. ପୁଂ. (ରାଜନ+ହନ୍ ଧାତୁ+କର୍ତ୍ତୃ ଅ) — ତୀକ୍ଷ୍ଣ — Sharp
  • ସଂ. ବିଣ. ପୁଂ. (ରାଜନ+ହନ୍ ଧାତୁ+କର୍ତ୍ତୃ ଅ) — ରାଜଶ୍ରେଷ୍ଠ — The foremost of kings (Apte, M. W)