ରାଜଗାମୀ Rājagāmi

  • ସଂ. ବିଣ (ରାଜନ+ଗମ୍ ଧାତୁ+କର୍ତ୍ତୃ ଇନ୍; 1 ମା 1 ବ) — ଯେଉଁ ସମ୍ପତ୍ତିର କେହି ମାଲିକ ନ ଥିବାରୁ ତାହା ରାଜାଙ୍କ ଅଧିକାରକୁ ଆସେ — (property) Escheating to the crown (Apte)