ରାଜକ Rājaka

  • ସଂ. ବିଣ. ପୁଂ. (ରାଜ୍ ଧାତୁ+କର୍ତ୍ତୃ. ଅକ) — ଶାସକ — Ruling; governing
  • ସଂ. ବିଣ. ପୁଂ. (ରାଜ୍ ଧାତୁ+କର୍ତ୍ତୃ. ଅକ) — ଦୀପ୍ତିଶାଳୀ — Brilliant, bright
  • ବି. (ରାଜନ୍+ସମୂହାର୍ଥେ କ) — ରାଜାମାନେ — An assemblage of kings