ରାଜ ପଟ Rāja paṭa

  • ଦେ. ବି — ନୀଳ ଶାଢ଼ୀ — Blue ṡāṟḍ̠ẖi or women's cloth
  • ଦେ. ବି — [ଉ—କି ଅବା ରାଜପଟେ କୁନ୍ଦନ ରେଖା, କଳା ମେଘେ ବିଜୁଳି ଦେଇଛି ଦେଖା। ଦୀନକୃଷ୍ଣ, ରସକଲ୍ଲୋଳ।]
  • ଦେ. ବି — ସୁନ୍ଦର ବସ୍ତ୍ର — A fine cloth