ରାଖୀ Rākhī

  • ଦେ. ବି.—(ସଂ. ରକ୍ଷୀ; ରକ୍ଷାସୂତ୍ର) — ରକ୍ଷାସୂତ୍ର; ଆପଣାର ଶରୀରକୁ ଅଶୁଭରୁ ରକ୍ଷା କରିବା ପାଇଁ ବ୍ଯବହୁତ ଅଭିମନ୍ତ୍ରିତ ସୂତା — Consecrated string worn round the hand to save one's self from evil influences
  • ଦେ. ବି.—(ସଂ. ରକ୍ଷୀ; ରକ୍ଷାସୂତ୍ର) — [ଦ୍ର—ଏ ସୂତା ହଳଦିରେ ବୁଡ଼ା ଯାଇଥାଏ ଓ ରାଖୀ ପୂର୍ଣ୍ଣିମା ଦିନ ଭଉଣୀ ଭାଇଙ୍କ ହାତରେ କିମ୍ବା ଅନ୍ଯ ସମୟରେ ପରସ୍ପର ପ୍ରୀତି ରକ୍ଷାର୍ଥ ଦୁଇ ଜଣ ବ୍ଯକ୍ତି ପରସ୍ପରଙ୍କ ହାତରେ ବାନ୍ଧନ୍ତି। ଏହା ପଶ୍ଚିମାମାନଙ୍କ ମଧ୍ୟରେ ଓ ବଙ୍ଗଦେଶରେ ଚଳେ।]
  • ଦେ. ବି.—(ସଂ. ରକ୍ଷୀ; ରକ୍ଷାସୂତ୍ର) — ରାଖୀ ବନ୍ଧନ (ଦେଖ) — Rākhī bandhan (See)