ରାକ୍ଷସୀ Rākshasī
- ସଂ. ବିଣ. ସ୍ତ୍ରୀ (ରକ୍ଷଃ+ସମ୍ବନ୍ଧେ. ଅ+ସ୍ତ୍ରୀ. ଈ) — ରାକ୍ଷସ— ଯୋଗ୍ୟ; ରାକ୍ଷସସୁଲଭ — Befitting a demon
- ସଂ. ବିଣ. ସ୍ତ୍ରୀ (ରକ୍ଷଃ+ସମ୍ବନ୍ଧେ. ଅ+ସ୍ତ୍ରୀ. ଈ) — (ଯଥା—ରାକ୍ଷସୀ ମୂର୍ତ୍ତି; ରାକ୍ଷସୀ କ୍ଷୁଧା)
- ସଂ. ବିଣ. ସ୍ତ୍ରୀ (ରକ୍ଷଃ+ସମ୍ବନ୍ଧେ. ଅ+ସ୍ତ୍ରୀ. ଈ) — ରାକ୍ଷସ ସମ୍ବନ୍ଧୀୟ — Demonaic; devilish; monstrous
- ସଂ. ବିଣ. ସ୍ତ୍ରୀ (ରକ୍ଷଃ+ସମ୍ବନ୍ଧେ. ଅ+ସ୍ତ୍ରୀ. ଈ) — ରାକ୍ଷସପରି ବିକଟ ଓ ବୃହଦ୍ରୂପବିଶିଷ୍ଟ — Giantly
- ସଂ. ବିଣ. ସ୍ତ୍ରୀ (ରକ୍ଷଃ+ସମ୍ବନ୍ଧେ. ଅ+ସ୍ତ୍ରୀ. ଈ) — ରାକ୍ଷସ ସମ୍ବନ୍ଧୀୟା (ସ୍ତ୍ରୀ) — (Female) Relating to demons; demonaic
- ବି. — ରାକ୍ଷସଜାତୀୟା ସ୍ତ୍ରୀ — Demoness; she-devil
- ବି. — ସନ୍ଧ୍ୟାକାଳ; ମୁହଁ ସନ୍ଧ୍ୟା ବେଳ; ସାୟଂକାଳର ତିନି ମୁହୂର୍ତ୍ତକାଳ — Sunset; dusk; twilight
- ବି. — ଦଂଷ୍ଟ୍ରା ବା ଚୋର ନାମକ ଗନ୍ଧ ଦ୍ରବ୍ୟ; ଦନ୍ତୀ — A sort of medicinal scent Andropogen Acicularis