ରାକେଟ Rākeṭ

  • ବୈଦେ. ବି. (ଇଂ. ରାକେଟ୍) — ପାଶ୍ଚାତ୍ୟ 'ଟେନିସ୍' ଖେଳରେ ବ୍ଯବହୃତ ବାଟ୍ ବା ଚର୍ମତନ୍ତ୍ରିସଂଯୁକ୍ତ ପଟା, ଯଦ୍ଦ୍ୱାରା ଟେନିସ୍ ଖେଳରେ ପେଣ୍ଡୁକୁ ଆଘାତ କରିବାକୁ ହୁଏ — Racket; tennis bat
  • ବୈଦେ. ବି. (ଇଂ. ରାକେଟ୍) — (ଇଂ. ରକେଟ୍) ହାବିଳିବାଣ — Rocket