ରାଇକା Rāikā

  • ବୈଦେ. ବି. (ଫା.) — ସ୍ତ୍ରୀ ଲୋକମାନେ ବ୍ଯବହାର କରୁଥିବା ଜାକେଟ୍; ବଡ଼ି — Woman's bodice
  • ବୈଦେ. ବି. (ଫା.) — [ଉ— ନାୟିକାମଣି ବାହୁ ମୂଳ ସ୍ତନ, ରାଇକା ପାଇ କାନ୍ତିରେ ଶୋଭନ। କବିସୂର୍ଯ୍ୟ, ଚନ୍ଦ୍ରକଳା।]