ରସିୟା Rasiyā

  • ବୈଦେ. ବି. (ଇଂ. ରସ୍ସିଆ) — ଆସିଆ ଓ ୟୁରୋପର ଉତ୍ତର ଖଣ୍ଡସ୍ଥ ରାଜ୍ୟ ବିଶେଷ — Country of Russia
  • ବୈଦେ. ବି. (ଇଂ. ରସ୍ସିଆ) — [ଦ୍ର—ପୂର୍ବେ ଏହା ଯଥେଚ୍ଛାଥିରୀ ସମ୍ରାଟ୍ ବା ଜାର୍ — (Czar)ଙ୍କ ଶାସନାଧୀନ ଥିଲା]
  • ଦେ. ବି. ଓ ବିଣ.—(ପୁଂ. ଓ ସ୍ତ୍ରୀ; ସଂ. ରସିକ) — ରସିକ (ଦେଖ) — Rasika. (See)
  • ଦେ. ବି. ଓ ବିଣ.—(ପୁଂ. ଓ ସ୍ତ୍ରୀ; ସଂ. ରସିକ) — ରସିକା (ଦେଖ) — Rasikā. (See)