ରସିତ Rasita
- ସଂ. ବିଣ. (ରସ୍ ଧାତୁ+କର୍ମ. ତ) — ରସଯୁକ୍ତ — Having Rasa (flavour, taste, sentiment, wit etc.)
- ସଂ. ବିଣ. (ରସ୍ ଧାତୁ+କର୍ମ. ତ) — ଆସ୍ୱାଦିତ — Tasted
- ସଂ. ବିଣ. (ରସ୍ ଧାତୁ+କର୍ମ. ତ) — ରସାଣିତ; ଗିଲ୍ଟି କରା ଯାଇଥିବା — Gilt
- ସଂ. ବିଣ. (ରସ୍ ଧାତୁ+କର୍ମ. ତ) — ସ୍ୱର୍ଣ୍ଣାଦି ମଡ଼ା ଯାଇଥିବା — Plated with gold
- ସଂ. ବି. — ଜଳଦ ବିନାଦ; ମେଘ ଶବ୍ଦ; ଘଡ଼ଘଡ଼ି ଶବ୍ଦ — Roar of thunder
- ସଂ. ବି. — (ଉ—ରସିତ ରସନାନାଦ ଡିଣ୍ଡିମ ଏହୁ ଶବଦ, ରସେ ଅଭିସର ଲଜ୍ଜା ନ କର ହେତୁ। ପ୍ରାଚୀ, ରସବାରିଧି।)
- ସଂ. ବି. — ମଦ; ମାଦକ ଦ୍ରବ୍ୟ — Intoxicating drug
- ସଂ. ବି. — ଶବ୍ଦ — Sound