ରସିଆ Rasia

  • ଦେ. ବିଣ (ସଂ. ରସିକ) — (ବ୍ୟଙ୍ଗ) ରସିକ; ନାଗର — Gallant
  • ଦେ. ବିଣ (ସଂ. ରସିକ) — ରସପ୍ରିୟ — Witty
  • ଦେ. ବିଣ (ସଂ. ରସିକ) — ରସପୂର୍ଣ୍ଣ — Juicy
  • ଦେ. ବିଣ (ସଂ. ରସିକ) — ସଉକୀ — Foppish
  • ଦେ. ବିଣ (ସଂ. ରସିକ) — [ଉ—ରସିଆଟାଏ ! ରସିଆ କାନରେ ଫାସିଆଟାଏ। ଢଗ।]