ରସାରୁହ Rasāruha

  • ସଂ. ବି. (ରସା+ରୁହ୍ ଧାତୁ+କର୍ତ୍ତୃ. ଅ) — ବୃକ୍ଷ — Tree
  • ସଂ. ବି. (ରସା+ରୁହ୍ ଧାତୁ+କର୍ତ୍ତୃ. ଅ) — (ଉ—ରହୁନା ଅଯଶ ଆଉ ରସାରେ, ରସାରୁହରୁ ଲତାକୁ ଖସାରେ। କବିସୂର୍ଯ୍ୟ. କିଶୋରୀଚମ୍ପୂ ର ଗୀତ।)