ରସସ୍ଥ Rasastha

  • ସଂ. ବିଣ. (ରସ+ସ୍ଥା ଧାତୁ+କର୍ତ୍ତୃ. ଅ) — ରସଯୁକ୍ତ; ରସାଳ; ସରସ — Juicy
  • ସଂ. ବିଣ. (ରସ+ସ୍ଥା ଧାତୁ+କର୍ତ୍ତୃ. ଅ) — ରସ ମଧ୍ୟରେ ଥିବା — Contained in Rasa