ରସକଳା Rasakaḻā
- ସଂ. ବି. — ମୃଦୁ ମିଷ୍ଟ ସ୍ୱର — A low sweet sound
- ସଂ. ବି. — ପାନମତ୍ତ ବ୍ଯକ୍ତିର ଗାନ — The song of an intoxicated person
- ସଂ. ବି. — ରସ ବିଷୟରେ ଚାତୁର୍ଯ୍ୟ — Wit; witticism; gallantry
- ଦେ. ବି. ସ୍ତ୍ରୀ — ସ୍ତ୍ରୀଲୋକଙ୍କ ନାମ — A name given to females
- ଦେ. ବି. ସ୍ତ୍ରୀ — ଖୋରଧାନିବାସୀ ଓଡ଼ିଆ ପ୍ରାଚୀନ କବି ଲୋକନାଥ ବିଦ୍ୟାଧରଙ୍କ ରଚିତ ଆଦିରସାତ୍ମକ କାବ୍ୟ — Name of an Oriya poem by poet Lokanātha