ରସ ଫଳ Rasa phaḻa

  • ସଂ. ବି. (ଯାହାର ଫଳରେ ରସ ଅଛି; ରସଯୁକ୍ତ ବା ରସପୂର୍ଣ୍ଣ ଫଳ; ମ. ପ. ଲୋ.) — ନାରିକେଳ — Cocoanut
  • ସଂ. ବି. (ଯାହାର ଫଳରେ ରସ ଅଛି; ରସଯୁକ୍ତ ବା ରସପୂର୍ଣ୍ଣ ଫଳ; ମ. ପ. ଲୋ.) — ଅଅଁଳା (ହି. ଶ.) — Embelic myrobalan