ରସ ନାୟକ Rasa nāyaka

  • ସଂ. ବି. — ( 6 ଷ୍ଠୀ ତତ୍) ଶିବ; ମହାଦେବ — (6ଷ୍ଠୀ ତତ୍) ଶିବ; ମହାଦେବ— . Siba
  • ସଂ. ବି. — ( 7 ମୀ ତତ୍) ପାରଦ (ହି. ଶ) — (7ମୀ ତତ୍) ପାରଦ (ହି. ଶ)— . Mercury
  • ସଂ. ବି. — [ଦ୍ର—କଥିତ ଅଛି ଯେ ପାରଦ ଶିବଙ୍କ ରେତଃ ଅଟେ।]