ରଶୁଲ୍ Raṡul

  • ବୈଦେ. ବି (ଆ. ରସୁଲ୍) — ପୃଥିବୀକୁ ପ୍ରେରିତ ଈଶ୍ୱରଙ୍କ ଦୂତ; ପଏଗମ୍ବର୍ — God's messenger to the earth
  • ବୈଦେ. ବି (ଆ. ରସୁଲ୍) — [ଦ୍ର—ମୁସଲମାନ୍ ଧର୍ମପ୍ରବର୍ତ୍ତକ ମହମ୍ମଦ୍ ଈଶ୍ୱରପ୍ରେରିତ ଦୂତ 'ରସୁଲ୍-ଇଲ୍ଲାହା' ଥିବା ମୁସଲମାନ୍ମାନେ ବିଶ୍ୱାସ କରନ୍ତି ଓ ସେ ଈଶ୍ୱରଙ୍କ ଆଜ୍ଞାମାନ କୋରାନ୍ରେ 'ସୁରା' ବା ସୁକ୍ତରୂପରେ ପ୍ରଚାର କରିଅଛନ୍ତି।]
  • ବୈଦେ. ବି (ଆ. ରସୁଲ୍) — ଦୂତ — Messenger
  • ବୈଦେ. ବି (ଆ. ରସୁଲ୍) — ମୁସଲମାନ୍ଙ୍କ ନାମ ବିଶେଷ — A name gievn to a Mahomedan