ରଶିଦ Raṡida
- ବୈଦେ. ବି (ଫା. ରସୀଦ; ତୁଳ ଇଂ, ରିସିଟ୍ (receipt) କିନ୍ତୁ ଏହା ଇଂରାଜି ରିସିଟ୍ ଶବ୍ଦରୁ ବାହାରି ନାହିଁ) — ପାଉତି; ପ୍ରାପ୍ତିସ୍ୱୀକାର ପତ୍ର — A receipt;, acknowledgement; a document acknowledging receipt
- ବୈଦେ. ବି (ଫା. ରସୀଦ; ତୁଳ ଇଂ, ରିସିଟ୍ (receipt) କିନ୍ତୁ ଏହା ଇଂରାଜି ରିସିଟ୍ ଶବ୍ଦରୁ ବାହାରି ନାହିଁ) — ମୁସଲମାନମାନଙ୍କ ନାମ ବିଶେଷ — a name amongst the Mahomedans