ରଶନ Raṡana

  • ଦେ. ବି (ସଂ. ରଶନା) — ରଶନା (ଦେଖ) — Raṡanā (See)
  • ଦେ. ବି (ସଂ. ରଶନା) — (ଉ—କଟୀରେ କଟୀ ରଶନ ଜଘନ ପୀତବସନ ଘୋଷେ ଗଞ୍ଜେ ମଦନ ଗାରିମା—ପ୍ରାଚୀ, ରସବାରିଧି।)