ରମୟନ୍ତି Ramayanti
- ଦେ. କ୍ରି (ପ୍ରାଚୀନ ପଦ୍ଯ; ସଂ. ରମ ଧାତୁର ବର୍ତ୍ତମାନକାଳ ତୃତୀୟପୁରୁଷ ବହୁହଚନରୂପ) — ରମଣ କରୁଅଛନ୍ତି — Is or are cohabiting
- ଦେ. କ୍ରି (ପ୍ରାଚୀନ ପଦ୍ଯ; ସଂ. ରମ ଧାତୁର ବର୍ତ୍ତମାନକାଳ ତୃତୀୟପୁରୁଷ ବହୁହଚନରୂପ) — (ଉ—କେହୁ ରାମା ରମୟନ୍ତି ମନର ଉଲ୍ଲାସେ। ପ୍ରାଚୀ, ରସବାରିଧି।)