ରମ୍ୟ Ramya
- ସଂ. ବିଣ (ରମ୍ ଧାତୁ+କରଣ ଯ) — ରମଣୀୟ; ସୁନ୍ଦର; ମନୋରମ — Charming; beautiful; agreeable; pleasing
- ସଂ. ବିଣ (ରମ୍ ଧାତୁ+କରଣ ଯ) — ବଳକର — Strength-giving
- ସଂ. ବିଣ (ରମ୍ ଧାତୁ+କରଣ ଯ) — ପୁରୁଷତ୍ୱପ୍ରଦ — Giving potency or virility
- ସଂ. ବି — ଚମ୍ପକ — The Champaka tree; Michelia Champak)
- ସଂ. ବି — ବକ ବା ଅଗସ୍ତିଗଛ — A tree; Sesbania Grandiflora
- ସଂ. ବି — ପଟୋଳ ମୂଳ — The root or tubers of the Paṭoḻa creeper
- ସଂ. ବି — ଶୁକ୍ର — Semen; the seman virile