ରମଣ Ramaṅa
- ସଂ.ବି. (ରମ୍ ଧାତୁ+ଭାବ. ଅନ) — କ୍ରୀଡ଼ା; ଖେଳ — Play; sport
- ସଂ.ବି. (ରମ୍ ଧାତୁ+ଭାବ. ଅନ) — ସୁରତକ୍ରୀଡ଼ା; ରତିକ୍ରୀଡ଼ା; କେଳି; ମୈଥୁନ — Coition; copulation
- ସଂ.ବି. (ରମ୍ ଧାତୁ+ଭାବ. ଅନ) — ରତିରସ; ବିହାର — Amorous dalliance
- ସଂ.ବି. (ରମ୍ ଧାତୁ+ଭାବ. ଅନ) — (କରଣ. ଅନ) ଜଘନ; ଜଙ୍ଘ; କାମାଦ୍ରି — Thigh; the Mores Veneris
- ସଂ.ବି. (ରମ୍ ଧାତୁ+ଭାବ. ଅନ) — (+ କର୍ତ୍ତୃ. ଅନ) ମଦନ; କାମଦେବ — Cupid
- ସଂ.ବି. (ରମ୍ ଧାତୁ+ଭାବ. ଅନ) — ପତି; ସ୍ୱାମୀ — Husband
- ସଂ.ବି. (ରମ୍ ଧାତୁ+ଭାବ. ଅନ) — କାନ୍ତ; ବଲ୍ଲଭ — Lover
- ସଂ.ବି. (ରମ୍ ଧାତୁ+ଭାବ. ଅନ) — ଗଧ — Ass
- ସଂ.ବି. (ରମ୍ ଧାତୁ+ଭାବ. ଅନ) — (+କରଣ. ଅନ)
- ସଂ.ବି. (ରମ୍ ଧାତୁ+ଭାବ. ଅନ) — ବୃଷଣ; ମୁଷ୍କ; ଅଣ୍ଡକୋଷ — Testicle
- ସଂ.ବି. (ରମ୍ ଧାତୁ+ଭାବ. ଅନ) — ମହାରିଷ୍ଟ; ମହାନିୟମ; ଘୋଡ଼ାନିମ୍ବ — A sort of medicinal plant. Melia Azadarachta
- ସଂ. ବିଣ — ପ୍ରିୟ — Beloved; dear