ରମଣା Ramaṇā
- ସଂ.ବି.ସ୍ତ୍ରୀ(ରମଣ+ଆ) — ରମଣୀ; ନାରୀ — Woman
- ସଂ.ବି.ସ୍ତ୍ରୀ(ରମଣ+ଆ) — ପତ୍ନୀ; ସ୍ତ୍ରୀ — Wife
- ସଂ.ବି.ସ୍ତ୍ରୀ(ରମଣ+ଆ) — ବରନାରୀ — An excellent woman
- ସଂ.ବି.ସ୍ତ୍ରୀ(ରମଣ+ଆ) — ପ୍ରିୟା — Mistress; sweetheart
- ସଂ.ବି.ସ୍ତ୍ରୀ(ରମଣ+ଆ) — ସଂସ୍କୃତ ଅର୍ଦ୍ଧ ସମବୃତ୍ତବିଶେଷ — Name of a Sanskrit metre
- ସଂ.ବି.ସ୍ତ୍ରୀ(ରମଣ+ଆ) — [ଦ୍ର—ଏହାର 1 ମ ଓ 4 ର୍ଥ ପାଦରେ 11 ଅକ୍ଷର ଲେଖାଏଁ ଥାଏ ଓ 2 ୟ ଓ 3 ୟ ପାଦରେ 12 ଟି ଲେଖାଏଁ ଅକ୍ଷର ଥାଏ।] — [ଦ୍ର—ଏହାର1ମ ଓ4ର୍ଥ ପାଦରେ11ଅକ୍ଷର ଲେଖାଏଁ ଥାଏ ଓ2ୟ ଓ3ୟ ପାଦରେ12ଟି ଲେଖାଏଁ ଅକ୍ଷର ଥାଏ]