ରଭସେ Rabhase

  • ଦେ.କ୍ରି.ବିଣ(ସଂ. ରଭସି) — ନିର୍ଜନରେ — Alone
  • ଦେ.କ୍ରି.ବିଣ(ସଂ. ରଭସି) — ଗୋପନରେ; ଜନ ନୟନ ଆଗୋଚରରେ — Secretly; away from the gaze of the people
  • ଦେ.କ୍ରି.ବିଣ(ସଂ. ରଭସି) — ହଠାତ୍ — Suddenly
  • ଦେ.କ୍ରି.ବିଣ(ସଂ. ରଭସି) — [ଦ୍ର—ବଦରିକା ବନ ଭାବକୁ ସେ ବନ ସେବନ କଲା ରଭସେ। ଭଞ୍ଜ. ବୈଦେହୀଶବିଳାସ>]
  • ଦେ.କ୍ରି.ବିଣ(ସଂ. ରଭସି) — ବେଗ ସହିତ — Swiftly