ରଭସି Rabhasi

  • ଦେ.କ୍ରି.ବିଣ (ସଂ. ରଭସି) — ନିର୍ଜନରେ — Alone
  • ଦେ.କ୍ରି.ବିଣ (ସଂ. ରଭସି) — ଗୋପନରେ; ଜନ ନୟନ ଅଗୋଚରରେ — Secretly; away from the gaze of the people
  • ଦେ.କ୍ରି.ବିଣ (ସଂ. ରଭସି) — ହଠାତ୍ — Suddenly
  • ଦେ.କ୍ରି.ବିଣ (ସଂ. ରଭସି) — [ଦ୍ର— ବଦରିକା ବନ ଭାବକୁ ସେ, ବନ ସେବନ କଲା ରଭସେ। ଭଞ୍ଜ. ବୈଦେହୀଶବିଳାସ]
  • ଦେ.କ୍ରି.ବିଣ (ସଂ. ରଭସି) — ବେଗ ସହିତ — Swiftly