ରଭସା Rabhasā

  • ଦେ.କ୍ରି.ବିଣ (ପ୍ରାଚୀନ ପଦ୍ୟ) (ସଂ ରଭସା=ଗୋପନରେ) — ରଭସ (ଦେଖ) — Rabhasa (See)
  • ଦେ.କ୍ରି.ବିଣ (ପ୍ରାଚୀନ ପଦ୍ୟ) (ସଂ ରଭସା=ଗୋପନରେ) — [ଉ—ଶୋକରେ ରଭସା ଭସା—ଇଲି ସେ ଉଲ୍ଲସାଇସା—ଚାହୁଁଥିବ କରି ଆଶା ଆଶା। ଭଞ୍ଜ. ପ୍ରେମସୁଧାନିଧି।]