ରବାଜ୍ Rabāj

  • ବୈଦେ. ବି. (ଫା. ରବାଜ୍) — ଦେଶ ବା ପରିବାର ଆଦିରେ ପ୍ରଚଳିତ ଚିରାଚରିତ ପ୍ରଥା; ରୀତି; ପ୍ରଥା — Custom; usage
  • ବୈଦେ. ବି. (ଫା. ରବାଜ୍) — ଆଚରଣ — Conduct
  • ବୈଦେ. ବି. (ଫା. ରବାଜ୍) — ଅଭ୍ୟାସ — Habit
  • ବୈଦେ. ବି. (ଫା. ରବାଜ୍) — ସାମୟିକ ଘଟନା — Circumstances happening at a time
  • ବୈଦେ. ବି. (ଫା. ରବାଜ୍) — ଘଟନାର ଅବସ୍ଥା — State of things; circumstances