ରବର Rabara
- ବୈଦେ. ବି.(ଇଂ. ରବର୍ କାଗଜରୁ ପେନ୍ସିଲ୍ ଓ କାଳି ଦାଗ ଉଠାଇବା ପାଇଁ ବ୍ଯବହୃତ ରବର୍ଖଣ୍ଡ eraser)— ଏକପ୍ରକାର ଗଛର ଅଠା, ଯାହା ଶୁଖିଗଲେ ସ୍ଥିତିସ୍ଥାପକ ହୁଏ — India rubber
- ବୈଦେ. ବି.(ଇଂ. ରବର୍ କାଗଜରୁ ପେନ୍ସିଲ୍ ଓ କାଳି ଦାଗ ଉଠାଇବା ପାଇଁ ବ୍ଯବହୃତ ରବର୍ଖଣ୍ଡ eraser)— [ଦ୍ର—ରବର ସ୍ଥିତିସ୍ଥାପକ। ତାହା ପାଣିରେ ମିଳାଇ ଯାଏ ନାହିଁ। ତାହାକୁ ରାସାୟନିକ ପ୍ରକ୍ରିୟାରେ ତରଳାଇ ମୁଣି, ନଳ, ଗାଡ଼ିର ଚକ, ମଟର ଗାଡ଼ିର ଚକ, ଶୂନ ଗାଡ଼ିର ଚକ ଓ ଜୋତା ଆଦି ନାନା ପ୍ରକାରର ବ୍ଯବହାରୀୟ ପଦାର୍ଥମାନ କରାଯାଉଅଛି। ଏହାର ବ୍ଯବସାୟ ସଭ୍ୟଜଗତରେ ଗୋଟିଏ ପ୍ରଧାନ ବ୍ଯବସାୟରେ ପରିଣତ ହୋଇଅଛି।]