ରନର୍ Ranar

  • ବୈଦେ. ବି. (ଇଂ. ରନ୍ନର୍) — ଡାକ ଚିଠିର ମୁଣିମାନ ବୋହି ଏକ ନିର୍ଦ୍ଦିଷ୍ଟ ସ୍ଥାନରୁ ଅନ୍ଯ ନିର୍ଦ୍ଦିଷ୍ଟ ସ୍ଥାନକୁ ଦଉଡ଼ି କରି ଯିବା ଡାକ ବିଭାଗର ପାଇକ — Postal runner