ରଦ୍ଧା Raddhā

  • ସଂ. ବିଣ. ପୁଂ (ରଧ ଧାତୁ+ତୃ; ରଦ୍ଧୃ ଶବ୍ଦ 1 ମା. 1 ବ) — ଆଘାତକାରୀ — Striking; hurting
  • ସଂ. ବିଣ. ପୁଂ (ରଧ ଧାତୁ+ତୃ; ରଦ୍ଧୃ ଶବ୍ଦ 1 ମା. 1 ବ) — କ୍ଷତିକାରକ — Hurtful; injurious