ରଦ୍ଦ୍ Radd

  • ବୈଦେ. ବି — (ଅ. ରଦ୍; ରଦ୍ଦ୍)—ପରବର୍ତ୍ତୀ ଆଦେଶଦ୍ୱାରା ହୁକୁମ ଆଦିର ପରିବର୍ତ୍ତନ; ଖଣ୍ଡନ; ରହିତକରଣ — Cancellation (of an order); setting aside; overruling; abrogation; abolition
  • ବୈଦେ. ବିଣ — ପରିବର୍ତ୍ତିତ; ଖଣ୍ଡିତ — Cancelled; repealed; abrogated; rescinded; overruled