ରଦି Radi

  • ବୈଦେ. ବିଣ. (ଆ. ରଦ୍ଦୀ) — ଅପକୃଷ୍ଟ (ଦ୍ରବ୍ୟ) — Inferior (article)
  • ବୈଦେ. ବିଣ. (ଆ. ରଦ୍ଦୀ) — ବ୍ଯବହାରର ଅଯୋଗ୍ୟ; ଅବ୍ୟବହାର୍ଯ୍ୟ — Unfit for use
  • ବୈଦେ. ବିଣ. (ଆ. ରଦ୍ଦୀ) — ନଷ୍ଟ; ବିନଷ୍ଟ — Damaged; spoiled