ରଦା Radā

  • ବୈଦେ. ବି. (ଆ. ରଦ୍ଦ୍=ବହିଷ୍କରଣ; ତଡ଼ିଦେବା) — ଜୋର୍ ପୂର୍ବକ ଧକ୍କା — A vigorous push
  • ବୈଦେ. ବି. (ଆ. ରଦ୍ଦ୍=ବହିଷ୍କରଣ; ତଡ଼ିଦେବା) — ଗଳା ଧକ୍କା — A push by the neck
  • ବୈଦେ. ବି. (ଆ. ରଦ୍ଦ୍=ବହିଷ୍କରଣ; ତଡ଼ିଦେବା) — କାନ୍ଥ ବା ଗାନ୍ଥିନୀ ଆଦିର ଦୁଆ ବା ସ୍ତର — One layer or course in masonry work
  • ବୈଦେ. ବି. (ଆ. ରଦ୍ଦ୍=ବହିଷ୍କରଣ; ତଡ଼ିଦେବା) — (ଯଥା—ରଦାଏ କାନ୍ଥ)