ରଥୀ Rathī

  • ସଂ. ବି. ପୁଂ (ରଥ+ଇନ୍; 1 ମା. 1 ବ) — ରଥାରୂଢ଼ ହୋଇ ଯୁଦ୍ଧ କରିବା ଯୋଦ୍ଧା — A warrior fighting from a car
  • ସଂ. ବି. ପୁଂ (ରଥ+ଇନ୍; 1 ମା. 1 ବ) — ରଥସ୍ୱାମୀ; ରଥାରୋହୀ ବ୍ଯକ୍ତି — A person who rides on a car; passenger of a car
  • ସଂ. ବି. ପୁଂ (ରଥ+ଇନ୍; 1 ମା. 1 ବ) — ସାରଥି — Charioteer
  • ଦେ. ବି — ବୀରପୁରୁଷ — A hero
  • ଦେ. ବି — ବଳୁଆଲୋକ — A strong person