ରଥିକ Rathika

  • ସଂ. ବି. ପୁଂ (ରଥ+ଇକ; ଇନ; ଇର) — ରଥୀ; ରଥାରୂଢ଼ ଯୋଦ୍ଧା — A warrior fighting from a car
  • ସଂ. ବି. ପୁଂ (ରଥ+ଇକ; ଇନ; ଇର) — ରଥାରୋହୀ ବ୍ଯକ୍ତି — A person riding a car
  • ସଂ. ବି. ପୁଂ (ରଥ+ଇକ; ଇନ; ଇର) — ରଥସ୍ୱାମୀ — The master or owner of a car