ରତ ରତ Rata rata
- ଦେ. ବିଣ (ସଂ. ରକ୍ତ) — ଅସ୍ତୋନ୍ମୁଖ (ସୂର୍ଯ୍ୟ) — (the sun) About to set
- ଦେ. ବିଣ (ସଂ. ରକ୍ତ) — ଶେଷ ହେଉଥିବା (ଦିବସ) 2. — [the day] About to end
- ଦେ. ବିଣ (ସଂ. ରକ୍ତ) — [ଉ—ତିନିଦିନ ଦିନ ଓପରଓଳି ବେଳ ରତରତ, ଗୋଟାଏ ମୁଲକରେ ଜାହାଜ ଲଙ୍ଗର କଲା। ଫକୀରମୋହନ. ଗଳ୍ପସ୍ୱଳ୍ପ]।
- ଦେ. ବି — (ସୂର୍ଯ୍ୟର) ଅସ୍ତୋନ୍ମୁଖ ଅବସ୍ଥା — The state of the sun immediate before setting
- ଦେ. ବି — ଦିବାବସାନ; ସନ୍ଧ୍ୟାର ପ୍ରାକ୍କାଳ — The time just before sunset