ରଣିତ Raṇita

  • ସଂ. ବିଣ (ରଣ୍ ଧାତୁ=ଶବ୍ଦ କରିବା+କର୍ମ. ତ) — ଶବ୍ଦିତ — Sounded
  • ସଂ. ବିଣ (ରଣ୍ ଧାତୁ=ଶବ୍ଦ କରିବା+କର୍ମ. ତ) — (ରଣ+ କୃତାର୍ଥେ. ଇତ) କୃତରଣ — One who has fought
  • ସଂ. ବି (ରଣ୍ ଧାତୁ+ଭାବ. ତ) — ଧ୍ୱନି; ଶବ୍ଦ — Sound; noise
  • ସଂ. ବି (ରଣ୍ ଧାତୁ+ଭାବ. ତ) — କ୍ୱଣନ; ରଣଝଣ ଶବ୍ଦ — Rattling of jingling sound (Apte)