ରଣସଣ Raṇasaṇa
- ଦେ. ଅ — ଅସ୍ତ ବ୍ୟସ୍ତ ବା ଖେଳିଆ ହୋଇ ଏଣେ ତେଣେ ପଡ଼ିଥିବା — Scattered pellmell; strewn on all sides
- ଦେ. ଅ — [ଉ—ମୂଷା ମାଟି ରଣଭଣ, ବିରାଡ଼ି ଗୁହ ଶଣ ଶଣ। କାହାଣୀ—ଗୀତ]
- ଦେ. ଅ — ଖାଦ୍ୟରେ ବା ସଢ଼ା ପଦାର୍ଥରେ ବହୁ ପରିମାଣରେ ମାଛି ବେଢ଼ିବାର ଅବସ୍ଥା — The state of food being putrid and infested with fleas
- ଦେ. ଅ — ଓଳିଆ ନ ହୋଇଥିବା ଅଳିଆ ପୂର୍ଣ୍ଣ ଅବସ୍ଥା — Dirty, uncleaned and nasty condition of a house
- ଦେ. ଅ — ଅସ୍ତବ୍ୟସ୍ତ; ବ୍ୟତିବ୍ୟସ୍ତ; ବିବ୍ରତ — Too much troubled; confused; pellmell
- ଦେ. ଅ — [ଉ—ଅର୍ଜୁନ ବାଣ ପାଇ ତୁମ୍ଭ ସେନାଗଣ, ପଳାଉଛନ୍ତି କର୍ଣ୍ଣ ହୋଇ ରଣଭଣ। କୃଷ୍ଣସିଂହ. ମହାଭାରତ. କର୍ଣ୍ଣ।]
- ଦେ. ଅ — ହଟହଟା — Afflicted; troubled
- ଦେ. ଅ — [ଉ—ସ୍ନେହ ପାଶକୁ ବଢ଼ାଇଣ, କିପାଇଁ କରୁ ରଣଭଣ। ଜଗନ୍ନାଥ. ଭାଗବତ।]