ରଣପୁର Raṇapura
- ଦେ. ବି — ଗୋଟିଏ ଓଡ଼ିଆ ଗଡ଼ଜାତ — Name of an Oriya State
- ଦେ. ବି — [ଦ୍ର—ଅତି ପ୍ରାଚୀନ କାଳରେ 'ରଣାସୁର' ନାମରେ ଜଣେ ରାକ୍ଷସ ଏଠାରେ ବାସ କରୁଥିବାରୁ ରାଜ୍ୟର ନାମ ରଣପୁର ହୋଇଥିଲା। ପ୍ରବାଦ ଅଛି, ବାସୁର ବାସୁକ ନାମକ ଜଣେ ଶିକାରୀ 3700 ବର୍ଷ ତଳେ ଏହି ରାଜ୍ୟ ସ୍ଥାପନ କରିଥିଲେ (କୃପାସିନ୍ଧୁ ଇତିହାସ)। ଏ ରାଜବଂଶର ସନ୍ତକ ତରବାରୀ (ଜଗବନ୍ଧୁ ପ୍ରାଚୀନ ଉତ୍କଳ)।] — [ଦ୍ର—ଅତି ପ୍ରାଚୀନ କାଳରେ 'ରଣାସୁର' ନାମରେ ଜଣେ ରାକ୍ଷସ ଏଠାରେ ବାସ କରୁଥିବାରୁ ରାଜ୍ୟର ନାମ ରଣପୁର ହୋଇଥିଲା ପ୍ରବାଦ ଅଛି, ବାସୁର ବାସୁକ ନାମକ ଜଣେ ଶିକାରୀ3700ବର୍ଷ ତଳେ ଏହି ରାଜ୍ୟ ସ୍ଥାପନ କରିଥିଲେ (କୃପାସିନ୍ଧୁ ଇତିହାସ) ଏ ରାଜବଂଶର ସନ୍ତକ ତରବାରୀ (ଜଗବନ୍ଧୁ ପ୍ରାଚୀନ ଉତ୍କଳ)]