ରଟନ୍ Raṭan

  • ସଂ. ବିଣ. ପୁଂ (ରଟ୍ ଧାତୁ+କର୍ତ୍ତୃ ଅତ୍; 1 ମା 1 ବ) — ଯେ କୌଣସି ବିଷୟ ଘୋଷୁ ଥାଏ; ବାରଂବାର ଉଚ୍ଚାରଣ କରୁଥିବା — Uttering repeatedly; proclaiming