ରଟଟ Raṭaṭa

  • ଦେ. ଅ (ଧ୍ୱନ୍ୟନୁକରଣ) — ଦାନ୍ତ ରଗଡ଼ିବାର ଶବ୍ଦ; କଡ଼ମଡ଼ି — The sound produced by the grinding of the teeth
  • ଦେ. ଅ (ଧ୍ୱନ୍ୟନୁକରଣ) — [ଉ—ସମଦେ କିଳିକିଳା ନିନାଦ, କରନ୍ତେ ଶୁଭେ ରଟଟ ନାଦ। ଭଞ୍ଜ. ସୁଭଦ୍ରା ପରିଣୟ।]