ରଞ୍ଜ୍ Ran̄j

  • ବୈଦେ. ବି (ଫା) — ରାଗ; କ୍ରୋଧ — Anger; rage
  • ବୈଦେ. ବି (ଫା) — ଅହନ୍ତା — Grudge
  • ବୈଦେ. ବି (ଫା) — ଖେଦ; ମନୋଦୁଃଖ — Grief; sorrow; affliction
  • ବୈଦେ. ବି (ଫା) — ଶୋକ — Mourning; bewailing