ରଞ୍ଜା Ran̄jā

  • ଦେ. ବି — ରଞ୍ଜନ (ଦେଖ) — Ran̄jana (See)
  • ଦେ. ବି — କାକୁଡ଼ି ଆଦି ଲତାକୁ ମଡ଼ାଇବା ପାଇଁ ଭୂମିରେ ପୋତା ହେବା ଶୁଖିଲା ଡାଳ ବା ଝାଟି — Trellis or dry branches driven into the earth for training creepers along them
  • ଦେ. ବିଣ — ରଞ୍ଜକ (ଦେଖ) — Ran̄jaka (See)
  • ଦେ. ବିଣ — ରଞ୍ଜିତ (ଦେଖ) — Ran̄jita (See)