ରଞ୍ଜନ Ran̄jana
- ସଂ. ବି (ରନ୍ଜ ଧାତୁ+ଣିଜନ୍ତ ରଞ୍ଜି ଧାତୁ+ଭାବ. ଅନ) — ରଙ୍ଗ କରିବା — Dyeing
- ସଂ. ବି (ରନ୍ଜ ଧାତୁ+ଣିଜନ୍ତ ରଞ୍ଜି ଧାତୁ+ଭାବ. ଅନ) — ସନ୍ତୋଷବିଧାନ — Satisfying; pleasing
- ସଂ. ବି (ରନ୍ଜ ଧାତୁ+ଣିଜନ୍ତ ରଞ୍ଜି ଧାତୁ+ଭାବ. ଅନ) — ଅନୁରାଗୋତ୍ପାଦନ — Affecting the heart; exciting the passions
- ସଂ. ବି (ରନ୍ଜ ଧାତୁ+ଣିଜନ୍ତ ରଞ୍ଜି ଧାତୁ+ଭାବ. ଅନ) — [ଉ—( 3 / 5 ) ବିସ୍ପରଶକର ସଙ୍ଗ, ପୟୋଧର ଫୁଲ ତୁଙ୍ଗ, ପୁରୁଷ ପ୍ରକାଶି ରଞ୍ଜନକୁ ଯେ। ଭଞ୍ଜ. ବୈଦେହୀଶବିଳାସ।] — [ଉ—(3/5) ବିସ୍ପରଶକର ସଙ୍ଗ, ପୟୋଧର ଫୁଲ ତୁଙ୍ଗ, ପୁରୁଷ ପ୍ରକାଶି ରଞ୍ଜନକୁ ଯେ ଭଞ୍ଜ. ବୈଦେହୀଶବିଳାସ]
- ସଂ. ବି (ରନ୍ଜ ଧାତୁ+ଣିଜନ୍ତ ରଞ୍ଜି ଧାତୁ+ଭାବ. ଅନ) — (+କରଣ ଅନ)—ହିଙ୍ଗୁଳ — Vermilion
- ସଂ. ବି (ରନ୍ଜ ଧାତୁ+ଣିଜନ୍ତ ରଞ୍ଜି ଧାତୁ+ଭାବ. ଅନ) — ରକ୍ତଚନ୍ଦନ — Red sandal wood; sappan wood
- ସଂ. ବି (ରନ୍ଜ ଧାତୁ+ଣିଜନ୍ତ ରଞ୍ଜି ଧାତୁ+ଭାବ. ଅନ) — ମୁଞ୍ଜ ତୃଣ — The munja grass; Saccharum Munja
- ସଂ. ବି (ରନ୍ଜ ଧାତୁ+ଣିଜନ୍ତ ରଞ୍ଜି ଧାତୁ+ଭାବ. ଅନ) — ଯେଉଁ ବସ୍ତୁମାନଙ୍କ ଦ୍ୱାରା ରଙ୍ଗ କରାଯାଏ (ଯଥା—ହଳଦୀ, ନୀଳ, କୁସୁମ।) — Things used in dying
- ସଂ. ବି (ରନ୍ଜ ଧାତୁ+ଣିଜନ୍ତ ରଞ୍ଜି ଧାତୁ+ଭାବ. ଅନ) — ସୁନା (ହି. ଶ) — Gold
- ସଂ. ବି (ରନ୍ଜ ଧାତୁ+ଣିଜନ୍ତ ରଞ୍ଜି ଧାତୁ+ଭାବ. ଅନ) — ଜାଇଫଳ (ହି. ଶ) — Nutmeg
- ସଂ. ବି (ରନ୍ଜ ଧାତୁ+ଣିଜନ୍ତ ରଞ୍ଜି ଧାତୁ+ଭାବ. ଅନ) — କମଳାଗୁଣ୍ଡି ଗଛ (ହି. ଶ) — The camilla tree
- ସଂ. ବିଣ. ପୁଂ — ଅନୁରାଗ ଜନକ — Exciting passions