ରଜିକା Rajikā

  • ସଂ. ବି. ସ୍ତ୍ରୀ (ରଜକ+ସ୍ତ୍ରୀ. ଆ) — ଯେଉଁ ସ୍ତ୍ରୀଲୋକ ନିଜେ ଲୁଗା କାଚେ — Washer-woman
  • ସଂ. ବି. ସ୍ତ୍ରୀ (ରଜକ+ସ୍ତ୍ରୀ. ଆ) — ତିନି ଦିନ ହେଲା ଋତୁମତୀ ହୋଇଥିବା ନାରୀ — A woman on the third day of her menses
  • ସଂ. ବି. ସ୍ତ୍ରୀ (ରଜକ+ସ୍ତ୍ରୀ. ଆ) — [ଦ୍ର—ରଜକ ଶବ୍ଦ ଜାତିବାଚକ ରୂପେ ବ୍ଯବହୃତ ହେଲେ ତହିଁର ସ୍ତ୍ରୀଲିଙ୍ଗ ରଜକୀ (=ଧୋବଣୀ, ଧୋବାର ସ୍ତ୍ରୀ) ଓ ଏହି ଶବ୍ଦ କାର୍ଯ୍ୟବାଚକରୂପେ ବ୍ଯବହୃତ ହେଲେ ତହିଁର ସ୍ତ୍ରୀଲିଙ୍ଗ ରଜିକା ହୁଏ; (ଧୋବା ଜାତିର ହେଉ ବା ନ ହେଉ) ଯେଉଁ ସ୍ତ୍ରୀ ଲୁଗା କାଚି ସଫା କରେ।]