ରଚିବା Rachibā
- ଦେ. (ପଦ୍ଯ) କ୍ରି. (ସଂ. ରଚ୍ ଧାତୁ) — ରଚନା କରିବା (ଦେଖ) — Rachanā karibā (See)
- ଦେ. (ପଦ୍ଯ) କ୍ରି. (ସଂ. ରଚ୍ ଧାତୁ) — [ଉ—ସଙ୍ଗୀତ ପଠିନୀ ଇଙ୍ଗିତ ଗୀତରେ ରଚି ପୁନଃ ପୁନଃ ଗାଇବି। ଭଞ୍ଜ. ପ୍ରେମସୁଧାନିଧି।]
- ଦେ. (ପଦ୍ଯ) କ୍ରି. (ସଂ. ରଚ୍ ଧାତୁ) — ଘଟାଇବା — To cause; to bring about
- ଦେ. (ପଦ୍ଯ) କ୍ରି. (ସଂ. ରଚ୍ ଧାତୁ) — [ଉ—ମାନସ ଅଙ୍ଗ, ଭେଦ ପ୍ରସଙ୍ଗ, ଭଙ୍ଗ ରଚିଲା ସ୍ନେହ। କବିସୂର୍ଯ୍ୟ. କିଶୋରୀ ଚମ୍ପୂ ମ. ଗୀତ।]
- ଦେ. (ପଦ୍ଯ) କ୍ରି. (ସଂ. ରଚ୍ ଧାତୁ) — ଫିଙ୍ଗିବା; ବିନ୍ଧିବା — To fling
- ଦେ. (ପଦ୍ଯ) କ୍ରି. (ସଂ. ରଚ୍ ଧାତୁ) — [ଉ—ନିମିଷକ ମାତ୍ରକେ ଦ୍ରୋଣଙ୍କର ବଳା, ଆନ ଧନୁ ଧରି ରଚିଲେ ଶରମାଳା। କୃଷ୍ଣସିଂହ. ମହାଭାରତ. କର୍ଣ୍ଣ।]
- ଦେ. (ପଦ୍ଯ) କ୍ରି. (ସଂ. ରଚ୍ ଧାତୁ) — (ଅନ୍ଯ ବିଶେଷ୍ୟ ପରେ ଲାଗେ) କୌଣସି କର୍ମ କରିବା — To do or perform any act
- ଦେ. (ପଦ୍ଯ) କ୍ରି. (ସଂ. ରଚ୍ ଧାତୁ) — [ଉ—ଫଗୁ ଖେଳ ରଚି ବନପ୍ରସୂନ ପରାଗେ। ରାଧାନାଥ. ମହାଯାତ୍ର।]