ରଚନ Rachana
- ସଂ. ବି (ରଚ୍ ଧାତୁ+ଭାବ. ଅନ) — ନିର୍ମାଣ — Making
- ସଂ. ବି (ରଚ୍ ଧାତୁ+ଭାବ. ଅନ) — ଗଢ଼ିବା — Manufacture
- ସଂ. ବି (ରଚ୍ ଧାତୁ+ଭାବ. ଅନ) — ସର୍ଜନ — Creating; creation; formation
- ସଂ. ବି (ରଚ୍ ଧାତୁ+ଭାବ. ଅନ) — ଉଦ୍ଭାବନ — Invention
- ସଂ. ବି (ରଚ୍ ଧାତୁ+ଭାବ. ଅନ) — ଗ୍ରନ୍ଥନ — Stringing
- ସଂ. ବି (ରଚ୍ ଧାତୁ+ଭାବ. ଅନ) — ରଚନା (ଦେଖ) — Rachanā (See)
- ସଂ. ବି (ରଚ୍ ଧାତୁ+ଭାବ. ଅନ) — ବିନ୍ୟାସ; ସଜାଇବା; ସଜ୍ଜିତ କରଣ; ବ୍ଯବସ୍ଥାପନ — Arranging; disposition
- ସଂ. ବି (ରଚ୍ ଧାତୁ+ଭାବ. ଅନ) — ଉତ୍ପାଦନ — Production
- ସଂ. ବି (ରଚ୍ ଧାତୁ+ଭାବ. ଅନ) — ସମ୍ପାଦନ — Performance; accomplishment (Apte)
- ସଂ. ବି (ରଚ୍ ଧାତୁ+ଭାବ. ଅନ) — ସମାପ୍ତି — Completion (Apte)