ରଚକ Rachaka

  • ସଂ. ବିଣ. ପୁଂ (ରଚ୍ ଧାତୁ+କର୍ତ୍ତୃ. ଅକ) — ଯେ ରଚନା କରେ; ରଚନାକାରୀ — Composing; building; fabricating
  • ସଂ. ବି. ପୁଂ — ଗ୍ରନ୍ଥକର୍ତ୍ତା; ପ୍ରଣେତା — Author, composer
  • ସଂ. ବି. ପୁଂ — ନିର୍ମାଣ କର୍ତ୍ତା — Builder
  • ସଂ. ବି. ପୁଂ — ଆବିଷ୍କର୍ତ୍ତା — Inventor