ରଙ୍ଗନ Raṅgana
- ସଂ. ବି (ରନଜ୍ ଧାତୁ+ଭାବ. ଅନ୍) — ରଙ୍ଗାଇବା; ଚିତ୍ରଣ — Painting
- ସଂ. ବି (ରନଜ୍ ଧାତୁ+ଭାବ. ଅନ୍) — (+କରଣ. ଅନ) ଟଙ୍କଣ;ସୋହାଗା — Borax
- ସଂ. ବି (ରନଜ୍ ଧାତୁ+ଭାବ. ଅନ୍) — ଖଦିରସାର — Extract of catechu
- ସଂ. ବି (ରନଜ୍ ଧାତୁ+ଭାବ. ଅନ୍) — ନୃତ୍ୟ — Dancing (Apte)
- ଦେ. ବି — ରଙ୍ଗିଣୀ (ଦେଖ) — Raṅgiṇī (See)
- ଦେ. ବି — [ଉ—ସୁନ୍ଦର ରଙ୍ଗଣେ ସଦା ସିନ୍ଦୂରିତ। ରାଧାନାଥ. ନନ୍ଦିକେଶ୍ୱରୀ।]