ରଙ୍ଗଦ Raṅgada

  • ସଂ. ବି. (ରଙ୍ଗ+ଦା ଧାତୁ+କର୍ତ୍ତୃ. ଅ) — ସୋହାଗା; ଟାଙ୍ଗଣା — Borax
  • ସଂ. ବି. (ରଙ୍ଗ+ଦା ଧାତୁ+କର୍ତ୍ତୃ. ଅ) — ଖଦିରସାର — The Catechu juice; an extract of Catechu (Apte)